Nababharat News

ଏୟାରପୋର୍ଟରେ ଚାଲିଲା କୋଭିଡ୍‌ ଟେଷ୍ଟ, ପୁଣି ମାସ୍କକୁ ଗୁରୁତ୍ଵ

ଏୟାରପୋର୍ଟରେ ଚାଲିଲା କୋଭିଡ୍‌ ଟେଷ୍ଟ, ପୁଣି ମାସ୍କକୁ ଗୁରୁତ୍ଵ ସରକାର ଏହାକୁ ନିୟନ୍ତ୍ରଣ କରିବା ପାଇଁ ପୁରୁଣା ନିୟମ ପୁନର୍ବାର ଲାଗୁ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏୟାରପୋର୍ଟ ରେ ପୁଣି ମାସ୍କ ପିନ୍ଧିବାକୁ କୁହାଯାଉଥିବାଳେ ଥଣ୍ଡା, ଜରର ପରୀକ୍ଷା କରାଯାଉଛି।

ନୂଆଦିଲ୍ଲୀ: ଫେରିଲା ମାସ୍କ।  ଆସିଲା କୋଭିଡ ଡର।  ସିଙ୍ଗାପୁରରେ  କରୋନା ର କମ୍‌ବ୍ୟାକ୍‌। ମାସ୍କ ପିନ୍ଧି ଚଳପ୍ରଚଳ କରୁଛନ୍ତି ଲୋକେ। କୋଭିଡ୍‌-୧୯ ସହ ଜଡିତ ନୂଆ ଭ୍ୟାରିୟଣ୍ଟ କାରଣରୁ ଶ୍ୱାସକ୍ରିୟା ସଂକ୍ରମଣ ତିବ୍ର ଭାବେ ବ୍ୟାପିବାରେ ଲାଗିଛି । 

ସରକାର ଏହାକୁ ନିୟନ୍ତ୍ରଣ କରିବା ପାଇଁ  ପୁରୁଣା  ନିୟମ ପୁନର୍ବାର ଲାଗୁ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏୟାରପୋର୍ଟ ରେ ପୁଣି ମାସ୍କ ପିନ୍ଧିବାକୁ କୁହାଯାଉଥିବାଳେ  ଥଣ୍ଡା, ଜରର ପରୀକ୍ଷା କରାଯାଉଛି।  

Exit mobile version