ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଓ ବହୁମୁଖୀ ସମାଜ ମଙ୍ଗଳ ଓ ସାଂସ୍କୃତିକ କେନ୍ଦ୍ର ତରଫରୁ “ଶାସ୍ତ୍ରୀୟ ଓଡ଼ିଆ ଭାଷା” ଦିବସ ପାଳିତ
ବ୍ରହ୍ମପୁର: ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଓ ବହୁମୁଖୀ ସମାଜ ମଙ୍ଗଳ ଓ ସାଂସ୍କୃତିକ କେନ୍ଦ୍ର ଆନୁକୂଲ୍ୟରେ ଓଡ଼ିଆ ଶାସ୍ତ୍ରୀୟ ଭାଷା ଦିବସ ସ୍ଥାନୀୟ କୁଇନ ଅଫ ଦି ମିଶନସ ଉଚ୍ଚ ବିଦ୍ୟାଳୟ ପରିସରରେ ବହୁମୁଖର ସଭାପତି ଡ଼ ସଙ୍କର୍ଷଣ ପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଡ଼ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ଙ୍କ ସଂଯୋଜନାରେ ଅନୁଷ୍ଠିତ ଆଲୋଚନା ଚକ୍ରର ମୁଖ୍ୟ ଅତିଥି ଶ୍ରୀ ହରେକୃଷ୍ଣ ପଣ୍ଡା, ପ୍ରାକ୍ତନ ମଣ୍ଡଳ ଶିକ୍ଷାଧିକାରୀ, ମୁଖ୍ୟ ବକ୍ତା ଡ଼ ବନମାଳି … Read more